ଗାଁକୁ ପହଞ୍ଚୁନି ମୌଳିକ ସୁବିଧା, ତୃତୀୟଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ ବାର୍ଷିକୋଣାବାସୀ
କଳାହାଣ୍ଡି: ଆଜିବି ଗାଁକୁ ପହଞ୍ଚୁନି ମୌଳିକ ସୁବିଧା । ତୃତୀୟ ଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ କଳାହାଣ୍ଡିର ବାର୍ଷିକୋଣାବାସୀ । ଏନେଇ ଥୁଆମୂଳ ରାମପୁର ବିଡ଼ିଓଙ୍କ ଲିଖିତଭାବେ ଜଣାଇଛନ୍ତି ବାର୍ଷିକୋଣା ସମେତ ଗମ୍ଭାରୀଗୁଡ଼ା, ବିରାଗୁଡ଼ା ଓ ମଣ୍ଡିଚୁଆଁ ବାସିନ୍ଦା । ଶିକ୍ଷା,…