ପାଣି ଭିତରେ ଯାଦୁ ଦେଖାଇ କଲେ ଗିନିଜ୍ ୱାଲ୍ଡ ରେକର୍ଡ
ନୂଆଦିଲ୍ଲୀ: ପାଣି ଭିତରେ ଯାଦୁ କଳା ଦେଖାଇ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଜଣେ ବ୍ରିଟିଶ ଯାଦୁକର।
ଏଭଳି ଯାଦୁ ଦେଖାଇଥିବା ବ୍ୟକ୍ତିଙ୍କ ନାମ ମାର୍ଟିନ୍ ରିସ୍ ବୋଲି ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ସେ ପ୍ରାୟ ୩ ମିନିଟରେ ପାଖାପାଖି ୨୦ଟି ଯାଦୁ କୌଶଳ…