Latest Odisha News
Browsing Tag

BSE

ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା

ଭୁବନେଶ୍ୱର : ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ୍ -୧ ପରୀକ୍ଷା । ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଶଦ ପକ୍ଷରୁ ସୂଚନା ମିଳିଛି । ଜାନୁଆରୀ ୫ ରୁ ୮ ଯାଏ ଚାଲିବ ବୋଲି ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ଉପସଭାପତି…

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ୨୦୨୧ ମେ’ ମାସରେ ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୨୦୨୧ ମେ’ ମାସରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି…

ଇନଫୋସିସ୍ ପ୍ରଭାବଶାଳୀ ତ୍ରୟମାସିକ ଫଳାଫଳ , କମ୍ପାନୀ ସେୟାରରେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ଲକଡାଉନ ପଡ଼ିଥିବା ସତ୍ତ୍ୱେ ଦେଶର କେତେକ ଜଣାଶୁଣା କମ୍ପାନୀ ବହୁତ ଭଲ ବ୍ୟବସାୟ କରିଛନ୍ତି | ସେଥିମଧ୍ୟରୁ ବେଙ୍ଗାଲୁରୁ ସ୍ଥିତ ଆଇଟି କମ୍ପାନୀ ଇନଫୋସିସ୍ ଚଳିତ ବର୍ଷର ପ୍ରଥମ ତ୍ରୟମାସିକ ଫଳାଫଳ ଘୋଷଣା କରିଛି। ପୂର୍ବ ବର୍ଷ ତୁଳନାରେ କମ୍ପାନୀ ନୂତନ ତ୍ରୟମାସିକ ଫଳାଫଳ ଅଧିକ…

ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ମିଳିବ ମ୍ୟାଟ୍ରିକ୍ ସାର୍ଟିଫିକେଟ୍

କଟକ : ଆସନ୍ତା ଜୁନ୍ ୩୦ ଓ ଜୁଲାଇ ୧ତାରିଖ ମଧ୍ୟରେ ରାଜ୍ୟରେ ମ୍ୟାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟକୁ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ପଠାଯିବ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏନେଇ ବିଏସଇ ସଚିବ ରାମାଶିଷ ହାଜରା ଗଣମାଧ୍ୟମକୁ…

ଜୁଲାଇ ୮ରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ଓଡିଶାରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଗୁରୁବାର ଦିନ ନିଷ୍ପତ୍ତି ହୋଇଛି । ଏସମ୍ପର୍କରେ ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ପ୍ରଦାନ କରିଛନ୍ତି । ଏହି ପରୀକ୍ଷା…