Latest Odisha News
Browsing Tag

Bus Fare Increased

ରାଜ୍ୟରେ ବଢିଲା ବସ୍ ଭଡ଼ା, ଆଜିଠୁ ବର୍ଦ୍ଧିତ ଦର ଲାଗୁ

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ଲେଖାଏ ବୃଦ୍ଧି ହୋଇଛି। ସୁପର ପ୍ରିମିୟମ ବସରେ ଭଡ଼ା କିଲୋମଟରରୁ ପିଛା ୧୨ ପଇସା ବଢ଼ିଛି। ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର।…

ହୁ ହୁ ହୋଇ ତୈଳଦର ସହ ବଢୁଛି ଯାତ୍ରୀବାହୀ ବସ୍ ଭଡ଼ା

ଭୁବନେଶ୍ୱର: ତେଲ ଦରରେ ଲଗାମ ନାହିଁ । ଡିଜେଲ୍ ହେଉକି ପେଟ୍ରୋଲ୍ ଲିଟର ପିଛା ୮୫ ଟଙ୍କା ତଳକୁ ଖସୁନାହିଁ । ତେଲ ଦର ବାରମ୍ବାର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ଆଉ ଏକ ପ୍ରହାର । ବୃଦ୍ଧି ପାଇଛି ଯାତ୍ରୀବାହୀ ବସ୍ ଭଡ଼ା । ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା…