Latest Odisha News
Browsing Tag

Bussiness

୨୦୨୫ରେ ନୂଆ ବିଜନେସ ଆରମ୍ଭ କରିବା ପୂର୍ବରୁ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ…

ଭୁବନେଶ୍ବର: ଆଜିକାଲି ଅନେକ ବ୍ୟକ୍ତି ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି । ବିଶେଷକରି ଯୁବକମାନେ ବ୍ୟବସାୟ ପ୍ରତି ଅଧିକ ଆଗ୍ରହୀ ଅଛନ୍ତି । ଛୋଟ ହେଉ କିମ୍ବା ବଡ,ସେମାନେ ବିଶ୍ୱାସ କରନ୍ତି ଯେ ବ୍ୟବସାୟ କରିବା ସର୍ବୋତ୍ତମ ଅଟେ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆଯାଇଥିବା…

ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ:  ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…

ରାଉରକେଲା ବିଜନେସ କନକ୍ଲେଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ରାଉରକେଲା: ଆସନ୍ତା ୨୦ ତାରିଖରୁ ୩ଦିନ ଧରି ରାଉରକେଲା ସେକ୍ଟର-୧୩ ମେଲଣ ପଡିଆରେ ହେବାକୁ ଯାଉଛି ରାଉରକେଲା ବିଜନେସ୍ କନକ୍ଲେଭ୍ । ତେବେ ରାଉରକେଲା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟିଜ୍ ସଭାପତି ପ୍ରଭାତ ଟିବ୍ରେଓ୍ବାଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ…

ଡିଜିଟାଲ ଲୋନ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ, ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଧରି ନିଅନ୍ତୁ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ସେତେବେଳେ ବ୍ୟାଙ୍କ ଶାଖାଗୁଡ଼ିକରୁ ବ୍ୟକ୍ତିଗତ ଲୋନ ପାଇବାକୁ ସପ୍ତାହେ ଲାଗିପାରେ | ଏପରି ପରିସ୍ଥିତିରେ, ଆପଣଙ୍କର କାର୍ଯ୍ୟ ମଧ୍ୟ ଖରାପ ହୋଇପାରେ | ତା’ପରେ ଆପଣ କଣ କରିବେ? ଏହି ସମଯରେ ଆପଣଙ୍କ ଧ୍ୟାନ ଏକ ଡିଜିଟାଲ…

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…