ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ
ଭୁବନେଶ୍ବର: ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ ଦ୍ରୈାପଦୀ ମୁର୍ମୁ । ଓଡ଼ିଶାର ମହିଳା ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ସଭାପତି ନବୀନ କହିଛନ୍ତି “ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ…