‘ସାବଧାନ’ ପାଟି ଖୋଲିଲେ ସିବିଆଇ ବାନ୍ଧିବ !
ଭୁବନେଶ୍ୱର: ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ ପୁଣି ଚର୍ଚ୍ଚାରେ। ଏଥର ସତ୍ୟପାଲଙ୍କୁ ସିବିଆଇ ସମନକୁ ନେଇ ଦେଶବ୍ୟାପୀ ଆଲୋଚନା ହେଉଛି।
ବିହାର, ଜାମ୍ମୁ କାଶ୍ମୀର, ଗୋଆ ଓ କିଛି ଦିନ ପାଇଁ ଓଡିଶାର…