ହାତୀ ମୃତ୍ୟୁ ଘଟଣା: କର୍ଲାପାଟ ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍ର ଅନୁଧ୍ୟାନ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର ଅନୁଧ୍ୟାନ ଆରମ୍ଭ କରିଛି ତିନି ଜଣିଆ କେନ୍ଦ୍ରୀୟ ଟିମ୍ । ୧୪ ଦିନରେ ୬ଟି ହାତୀଙ୍କ ଅକାଳ ବିୟୋଗ ହୋଇଥିଲା । ଏବେ ଅଭୟାରଣ୍ୟରେ ମୃତ୍ୟୁର ଖୋଳାତାଡ ଚାଲିଛି । ଅନୁଧ୍ୟାନକାରୀ ଟିମରେ ସେଣ୍ଟର ଅଫ୍ ୱାଇଲଡ୍ ଲାଇଫ୍ର…