Latest Odisha News

BREAKING NEWS

Browsing Tag

chemical factory

କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨ ମୃତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି । ଗତ ବିଳମ୍ବିତ ରାତିରେ ମୁମ୍ବାଇଠାରୁ…

ଅଶୁଭ ୨୦୨୦, ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ !

ଗୁଜରାଟ: ଅଶାନ୍ତ ୨୦୨୦ରେ ଉଠିଲା ଆଉ ଏକ ଜୁଆର । ଗୁଜରାଟ ଭଲସାଦ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଭାପି ସହରର ଭଲସାଦ୍‌ରେ ଏକ କେମିକାଲ୍ ଫ୍ୟାକ୍ଟ୍ରି ଅଜଣା କାରଣରୁ ନିଆଁ ଘେରରେ ଫସି ରହିଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ଏହି ଛାତି…

ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ, ୩୨ ଆହତ

ସୁରଟ: ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଦହେଜ ଇଷ୍ଟ୍ରିଆଲ ଅଂଚଳର ଏକ ରାସାୟନିକ କାରଖାନାରେ ବଡ ବିସ୍ଫୋରଣ ହୋଇଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…