ଚେନ୍ନାଇରେ ପ୍ରବଳ ବର୍ଷା; ସ୍କୁଲ, କଲେଜ, ଅଫିସ୍ ବନ୍ଦ
ଚେନ୍ନାଇ: ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରମ୍, ଏବଂ ଚେଙ୍ଗଲପେଟ୍ଟୁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏହି ସମୟରେ ଜରୁରୀକାଳୀ ସେବାକୁ ଅନୁମତି ଦିଆଯିବା ନେଇ କୁହାଯାଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା…