ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ଚିକେନ୍ ପଟିଆଲା…
ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍ ପଟିଆଲା, ଜାଣିରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ।
ଆବଶ୍ୟକ ସାମଗ୍ରୀ:
କଞ୍ଚା ଅଣ୍ଡା: ୨ଟା
ଚିକେନ- ୬୦୦ଗ୍ରାମ
ପିଆଜ କାଜୁ ପେଷ୍ଟ (ୟେଲୋ ଗ୍ରେଭି)
ଏକ ଚାମଚ(ବଡ ଚାମଚ)
ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ)
ଧନିଆ ପାଉଡର: ୧/୨ ଚାମଚ…