ରାଜଧାନୀରେ ବାଲ୍ୟବିବାହ ରୋକିଲେ ପ୍ରଶାସନ, ବେଦୀରୁ ନାବାଳିକା ଉଦ୍ଧାର
ଭୁବନେଶ୍ୱର : ଭରତପୁର ସ୍ଥିତ କଲ୍ୟାଣ ମଣ୍ଡପରେ ଜଣେ ୧୭ ବର୍ଷୀୟ ନାବାଳିକାଙ୍କ ବିବାହ କରାଯାଉଥିବା ବେଳେ ବିଏମସି ସିଡିପିଓ, ଅଙ୍ଗନବାଡି ସୁପରଭାଇଜର ଓ ଖଣ୍ଡଗିରି ପୋଲିସ ସହାୟତାରେ ଚାଇଲ୍ଡଲାଇନ୍ ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।
ମିଳିଥିବା ସୂଚନାନୁଯାୟୀ କନ୍ଧମାଳ ଜିଲ୍ଲାର…