Latest Odisha News

BREAKING NEWS

Browsing Tag

Children and adolescents may become more infected

ଆସନ୍ତା ଦିନରେ ଅଧିକ ସଂକ୍ରମିତ ହୋଇପାରନ୍ତି ଶିଶୁ ଓ କିଶୋର

ନୂଆଦିଲ୍ଲୀ : କୋଭିଡ ନେଇ ପୁଣି ଆସିଲା ଚିନ୍ତାଜନକ ତଥ୍ୟ । ସାଧାରଣ ଥଣ୍ଡାର କାରଣ ପାଲଟୁଥିବା କିଛି କରୋନା ଭାଇରସ ପରି କୋଭିଡ 19 ନିଜର ଧାରା ବଦଳାଇବ । ଆସନ୍ତା ଦିନରେ ବିଶେଷ କରି ଶିଶୁ ଓ କିଶୋରଙ୍କୁ ସଂକ୍ରମିତ କରିବ । ଟିକା ନେଇ ନଥିବା କିମ୍ବା ଭାଇରସ ସଂସ୍ପର୍ଶରେ ଆସିଥିବା ଶିଶୁ ଓ…