ପୂର୍ବତନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ରାୟ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ୨୦୧୯ ଯୌନ ଉତ୍ପୀଡ଼ନ ମାମଲାରେ ପୂର୍ବତନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏହି ମାମଲାକୁ ବନ୍ଦ କରି କହିଛନ୍ତି ଯେ ପୂର୍ବତନ ବିଚାରପତିଙ୍କ ବିରୋଧରେ ଏକ ଷଡଯନ୍ତ୍ର କରାଯାଇଥାଇପାରେ।
ପୂର୍ବତନ ସିଜେଆଇ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ…