ଶିକ୍ଷା ସଂପର୍କ ଗଲା କୁଆଡ଼େ?
ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଗଲା ସାତ ମାସ ହେଲା ପାଠପଢା ବେଶ ଅସହାୟ ଅବସ୍ଥାରେ ପଡ଼ି ରହିଛି । ପିଲା ପଢୁଛନ୍ତି କି ନାହିଁ, କିଏ ପଢାଉଛି, କଣ ପଢାଉଛି, ଯଦି ବି ପଢା ଯାଉଛି, ତାହା ପିଲାଙ୍କ ପାଖରେ ପହଂଚୁଛି କି ନାହିଁ-…