ଧର୍ମଶାଳାରେ ବାଦଲଫଟା ବର୍ଷା ଯୋଗୁ ଯାତାୟାତ ଠପ୍
ଧର୍ମଶାଳା: ସୋମବାର ଦିନ ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲଫଟା ବର୍ଷା ହୋଇଛି। ପ୍ରବଳ ଓ ଲଗାତାର ବର୍ଷା ଯୋଗୁ ସିମ୍ଲା ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଆଗାମୀ କିଛି ଦିନ ହିମାଚଳ ପ୍ରଦେଶରେ ପ୍ରବଳ…