Latest Odisha News
Browsing Tag

Coaching Centres

କୋଚିଂ ସେଣ୍ଟରକୁ କାହିଁକି ‘ଡେଥ୍ ଚାମ୍ବର’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୩ ସିଭିଲ ସର୍ଭିସ ଆଶାୟୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏ ସମ୍ପର୍କିତ ଶୁଣାଣି ସମୟରେ କୋର୍ଟ କୋଚିଂ ସେଣ୍ଟରଗୁଡିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ସେମାନଙ୍କୁ 'ମୃତ୍ୟୁ ଚାମ୍ବର' ବୋଲି କହିଛନ୍ତି।…