କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୋଷ୍ଟାଲ୍-ହାଇୱେ ଯୋଜନାକୁ ଓଡିଶା ସରକାରଙ୍କ ସବୁଜ ସଙ୍କେତ
ଭୁବନେଶ୍ୱର: ଓଡିଶା ଉପକୂଳରେ କୋଷ୍ଟାଲ୍-ହାଇୱେ ନିର୍ମାଣ କରିବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ପରିଶେଷରେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।
ଅତିରିକ୍ତ ସଚିବ ଆରକେ ଆଚାର୍ଯ୍ୟ ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ)ର ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ପତ୍ର ଲେଖି ସୂଚନା…