Latest Odisha News

BREAKING NEWS

Browsing Tag

College student

ଆବେଦନ କରିନାହାଁନ୍ତି କି ପ୍ରଧାନମନ୍ତ୍ରୀ ଇଣ୍ଟର୍ନଶିପ୍ ଯୋଜନା? ଶୀଘ୍ର କରନ୍ତୁ, ମିଳିବ ଅନେକ କିଛି ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ନଶିପ୍ ଯୋଜନା ୨୦୨୫ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ଯୋଜନାରେ ରେଜିଷ୍ଟ୍ରେସନ୍ କରିନାହାଁନ୍ତି ଏବଂ ଏଥିରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ଏହା ହେଉଛି…

କଟକରେ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ବିଧା, ଗୋଇଠା ମରାମରି

କଟକ: କଟକ ସ୍ଥିତ ନେତାଜୀ ସୁଭାଷ ମେମୋରିଆଲ୍ ସିଟି କଲେଜରେ ସୋମବାର ଦିନ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ଦେଖାଦେଇଥିଲା। ସୂଚନାନୁସାରେ କିଛି ସ୍ଥାନୀୟ ଅସାମାଜିକ ବ୍ୟକ୍ତି ନିୟମିତ ଭାବରେ କଲେଜ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ…

ଛାତ୍ରଙ୍କ ନାଁରେ ୩୮କୋଟି ଟଙ୍କାର ଜିଏସଟି ଠକେଇ ନେଇ ନୋଟିସ୍

ରାଉରକେଲା: ରାଉରକେଲାରେ ଜଣେ କଲେଜ ଛାତ୍ରଙ୍କ ନାଁରେ ଆସିଛି ଜିଏସଟି ଠକେଇ ଅଭିଯୋଗ । ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ । ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଘଟେଶ୍ବରଙ୍କ ନାଁରେ ଅଭିଯୋଗ ହୋଇଛି । ଜିଏସଟି…

ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା

ଆନନ୍ଦପୁର: ଘରେ ବାପା-ମାଆ ନଥିବା ବେଳେ ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି । ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି ମୟୁରଭଂଜ ଜିଲ୍ଲା ମହୁଲଡିଆ ଥାନା ଅନ୍ତର୍ଗତ ଧାତିକିଡିହା ଗାଁରେ । ସୂଚନା ଅନୁସାରେ ବାପା ସୁନିଲ ସିଙ୍କୁ ଓ ମା’ ଜେମାମଣି ଆଜି ସକାଳୁ ଅଟୋରେ ନିଟକସ୍ଥ…