ଆଗାମୀ ଦିନରେ ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେବ ବାଙ୍ଗାଲୁରୁ; ରିପୋର୍ଟ
ବେଙ୍ଗାଲୁରୁ: ଆଗାମୀ ବର୍ଷରେ ତୀବ୍ର ଜଳ ସଙ୍କଟର ସମ୍ମୁଖୀନ ହେବ ବାଙ୍ଗାଲୁରୁ। ଏ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। (ଆଇପିସିସି) ରିପୋର୍ଟ ଅନୁଯାୟୀ ଆଗାମୀ ଦିନରେ ଜଳ ସଙ୍କଟ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରେ। ଏହି ରିପୋର୍ଟକୁ ଭିତ୍ତି କରି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି…