ସମ୍ବିଧାନ ଦିବସ; ନଭେମ୍ବର ୨୬ରେ କାହିଁକି ହୋଇଥାଏ ପାଳନ
ନୂଆଦିଲ୍ଲୀ: ନଭେମ୍ବର ୨୬ ତଥା ଆଜିର ଦିନରେ ଆମ ଦେଶର ପାଳିତ ହେଉଛି ‘ସମ୍ବିଧାନ ଦିବସ’।
୧୯୪୯ ନଭେମ୍ବର ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା।
ହେଲେ ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି। ସେହି…