ଖାଲି ପେଟରେ ଘିଅ ସେବନ କେତେ ଦୂର ଠିକ୍, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସ୍ଲିମ୍ ଫିଗର ପାଇଁ ଯୁବପିଢି ଡାଏଟ୍ ଚାର୍ଟ ଅନୁସରଣ କରନ୍ତି। ତେଣୁ ଆଜିର ଦିନରେ ଏକ ଟ୍ରେଣ୍ଡ ଚାଲିଛି 'ଯେଉଁମାନେ ପତଳା, ସେମାନେ ଫିଟ୍'। ଏହି ଧାରାକୁ ଅନୁସରଣ କରି ଆଜିର ଯୁବପିଢ଼ି ନିଜକୁ ପତଳା ରଖିବା ଏବଂ ଓଜନ ନିୟନ୍ତ୍ରଣ କରିବା ପାଇଁ ଘିଅ ଏବଂ…