ମହାରାଷ୍ଟ୍ରର ଏହି ୬ଟି ଜିଲ୍ଲାରେ ଦୈନିକ କୋଭିଡ୍ ମୃତ୍ୟୁରେ ଉଲ୍ଲେଖନୀୟ ବୃଦ୍ଧି
ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ଗତ ତିନି ସପ୍ତାହ ମଧ୍ୟରେ ଅନେକ ଜିଲ୍ଲା ହାରାହାରି ଦୈନିକ କୋଭିଡ୍-୧୯ ମୃତ୍ୟୁରେ ବୃଦ୍ଧି ଘଟିଛି। ମହାରାଷ୍ଟ୍ରର ୬ ଟି ଜିଲ୍ଲା - ରତ୍ନଗିରି, ବିଡ୍, ସିନ୍ଧୁଦୁର୍ଗ, ରାୟଗଡ, ସାତାରା ଏବଂ ଅମରାବତୀ ଦୈନିକ ହାରାହାରି ମୃତ୍ୟୁହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।…