Latest Odisha News
Browsing Tag

Corona Virus Update

ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୪୮ ଛୁଇଁଲା

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରାଜ୍ୟରେ ଆଉ ଚାରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ଗୁରୁବାର ଦିନ ମୋଟ ୬ ଜଣ କରୋନା ପଜିଟିଭ ଜଣାପଡିଥିବା ବେଳେ ରାଜ୍ୟରେ ମୋଟ ସଂଖ୍ୟା ୪୮ରେ ପହଞ୍ଚିଛି । ଏ ସମ୍ପର୍କରେ ଓଡିଶା ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।…

କୋଭିଡ୧୯ ନମୁନା ପରୀକ୍ଷା ପାଇଁ ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସକୁ ଅନୁମତି

ଭୁବନେଶ୍ୱର : ଇନଷ୍ଟିଚୁଟ୍ ଅଫ୍ ଲାଇଫ ସାଇନ୍ସରେ ହେବ କୋଭିଡ୧୯ ନମୁନା ପରୀକ୍ଷା । ଏଥି ପାଇଁ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ପକ୍ଷରୁ ଅନୁମତି ମିଳିଛି । ଭାରତ ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗ ମଧ୍ୟ ସବୁଜ ସଙ୍କେତ ଦେଇଛି । ଇନଷ୍ଟିଚୁଟ୍ ଅଫ୍ ଲାଇଫ…

କୋଭିଡ୍୧୯ ହସ୍ପିଟାଲ୍ ବେଡ୍ କ୍ଷମତା ୧୫ ଏପ୍ରିଲ୍ ସୁଦ୍ଧା ୩୦୦୦କୁ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଂଚଳରେ ଖୋଲିଥିବା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍‌ର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍‌୧୯ ଶଯ୍ୟା ସଂଖ୍ୟାକୁ ବୃଦ୍ଧି କରି ଅତି କମ୍‌ରେ ୩୦୦୦ କରିବାକୁ ସେ ଅଧିକାରମାନଙ୍କୁ…

ତିନି ଦିନରେ ରାଜଧାନୀରେ କରୋନା ପଜିଟିଭଙ୍କ ସଂଖ୍ୟା ୮ଗୁଣ ବଢିଲା; ଭୟଭୀତ ନ ହୋଇ ସତର୍କ ରହିବାକୁ କହିଲା ସ୍ୱାସ୍ଥ୍ୟ…

ଭୁବନେଶ୍ୱର: ରାଜଧାନୀରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ତିନି ଦିନରେ ଆଠ ଗୁଣ ବଢି ଚାରିରୁ ୩୨ରେ ପହଞ୍ଚିଛି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରର ଚାରି ଜଣ କରୋନା ପଜିଟିଭ ମିଶାଇ ରାଜ୍ୟରେ ମୋଟ ପାଞ୍ଚ ଜଣ ଚିହ୍ନଟ ହୋଇଥିଲେ । ରବିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ କରୋନା ପଜିଟିଭ୍…

ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଆଦୌ ବରଦାସ୍ତ କରାଯିବ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ରବିବାର ୧୮ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକମାନଙ୍କୁ ଭୟଭୀତ ନ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ଏଥି ପାଇଁ…