ଡାକ୍ତରଖାନାରୁ ୩୨୦ ଡୋଜ କୋଭାକ୍ସିନ୍ ଟିକା ଚୋରି
ଜୟପୁର: ବୁଧବାର ଦିନ ଜୟପୁରର ଏକ ଡାକ୍ତରଖାନାରୁ ଭାରତ ବାୟୋଟେକର କୋଭିଡ୍-୧୯ ଟିକା କୋଭାକ୍ସିନ୍ର ୩୨୦ ଡୋଜ ଚୋରି ହୋଇଛି। ଶୀତଳ ଭଣ୍ଡାରରୁ ଟିକା କେନ୍ଦ୍ରକୁ ଯିବା ବାଟରେ ଟିକା ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି।
କୋଭାକ୍ସିନର ଗୋଟିଏ ପାତ୍ରରେ ୧୦ ଟି ଟିକା ରହିଥାଏ। ୩୨ ଟି…