ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ ଦ୍ୱିତୀୟ ଡୋଜ୍ ଟ୍ରାଏଲ୍ ଆରମ୍ଭ
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ ଦ୍ୱିତୀୟ ଡୋଜ୍ ଟ୍ରାଏଲ୍ ଆରମ୍ଭ ହେବ। ଏ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ୨ରୁ ୬ ବର୍ଷ ବୟସର ପିଲାମାନଙ୍କ ପାଇଁ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ପରୀକ୍ଷା ଆସନ୍ତା ସପ୍ତାହରେ ନୂଆଦିଲ୍ଲୀର ଏମ୍ସ ରେ ଆରମ୍ଭ ହେବ।
ସୂଚନା ଅନୁଯାୟୀ,…