ବିଜୁ ପଟ୍ଟନାୟକଙ୍କୁ ନେଇ ରଚିତ ଦୁଇଟି ପୁସ୍ତକର ପ୍ରଛଦ ଉନ୍ମୋଚିତ
ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟର ପ୍ରକାଶନ ସଂସ୍ଥା ପେନ୍ ଇନ ବୁକ୍ସ ତରଫରୁ ଦୁଇଟି ନୂଆ ବହି ପ୍ରକାଶିତ ହେବାକୁ ଯାଉଛି ବୋଲି ସୂଚନା ଦିଆଯିବା ସହ ଉଭୟ ପୁସ୍ତକର ପ୍ରଛଦ ପ୍ରକାଶନ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି ।…