କରୋନା ମୁକାବିଲା; ଆଜି ଉଚ୍ଚ ସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: କରୋନା ମୁକାବିଲା ଏବଂ ଟିକାକରଣ ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକ କରିବେ। ଏହି ବୈଠକ ସକାଳ ୧୧ ଟାରୁ ଆରମ୍ଭ ହେବ।
କରୋନା ମାମଲା ବୃଦ୍ଧିକୁ ଦେଖି ଏହାପୂର୍ବରୁ ବୁଧବାର ଦିନ ଅକ୍ସିଜେନ ଏବଂ ଔଷଧର ଉପଲବ୍ଧତା ତଥା ଯୋଗାଣର…