Latest Odisha News

BREAKING NEWS

Browsing Tag

covid 19 hit city

ଦୈନିକ ସଂକ୍ରମଣ ମାମଲାରେ ମୁମ୍ବାଇକୁ ଟପିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ବୁଧବାର ଦିନ ଦିଲ୍ଲୀରେ ୧୭,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ସୂଚନା ଅନୁଯାୟୀ ଏହା ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଭାବେ ଉଭା ହୋଇଛି। ଯାହା ଫଳରେ ମୁମ୍ବାଇକୁ ପଛରେ ପକାଇ ଦେଇଛି…