କରୋନା ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇନାହିଁ; କେନ୍ଦ୍ର
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ତରଙ୍ଗ ସମୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଅମ୍ଳଜାନ ଅଭାବ ହେତୁ କୌଣସି ମୃତ୍ୟୁ ହୋଇ ନାହିଁ। ଏ ନେଇ କେନ୍ଦ୍ର ସରକାର ରାଜ୍ୟସଭାକୁ ସୂଚନା ଦେଇଛନ୍ତି।
କେନ୍ଦ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ଏବଂ କେନ୍ଦ୍ର…