ସ୍କୁଲ୍ରେ ବି କରାଯିବ କରୋନା ଟେଷ୍ଟ!
ନୂଆଦିଲ୍ଲୀ: ଏଣିକି ସ୍କୁଲ୍ରେ ବି କରାଯିବ କରୋନା ଟେଷ୍ଟ! ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିଶ୍ କରିଛି। 'ହୁ' କହିଛି ଯେ ରିମୋଟ୍ ଶିକ୍ଷାର “କ୍ଷତିକାରକ” ପ୍ରଭାବକୁ ଏଡାଇବା ପାଇଁ ବିଦ୍ୟାଳୟରେ କରୋନା ପରୀକ୍ଷା କରାଯିବା ଉଚିତ। କୌଣସି ମାମଲା ଚିହ୍ନଟ ହୋଇନଥିଲେ ମଧ୍ୟ ଟେଷ୍ଟର…