ଋଷ ସୈନ୍ୟଙ୍କ ଅଜବ କାରନାମା, ଟ୍ୟାଙ୍କରରେ କରୁଛନ୍ତି କଣା
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆଜକୁ ୭ ଦିନ ହେଲା ଚାଲିଛି ଯୁଦ୍ଧ । ଋଷ ନିଜର ଆକ୍ରମଣକୁ ଅଧିକ ଯୋରଦାର କରୁଥିବା ଦାବି କରୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି ।
ୟୁକ୍ରେନରେ ଯୁଦ୍ଧ ପାଇଁ ପ୍ରବେଶ କରିଥିବା ଋଷ ସୈନ୍ୟଙ୍କୁ ଆଖିବୁଜା ଗୁଳି ମାଡ଼ ଓ ରକେଟ୍…