[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି
କଟକ : ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ ।
ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା ।…