୩ ଛାତ୍ର କରୋନା ପଜିଟିଭ୍ ବାହାରିବା ପରେ ବନ୍ଦ ହେଲା ଘରୋଇ କଲେଜ
କଟକ: ଏଠାରେ ଲିଙ୍କ୍ ରୋଡରେ ଥିବା ଘରୋଇ କଲେଜ୍ ଶକ୍ତି ଜୁନିଅର ରେସିଡେନ୍ସିଆଲ୍ରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କଲେଜକୁ ବନ୍ଦ କରାଯାଇଛି। କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ୨୦ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ତିନି…