ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୩ ନେତା
ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୩ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି ।
ବିଜେଡିରୁ ବହିଷ୍କୃତ ୩ ନେତାଙ୍କ ମଧ୍ୟରେ ରହିଛନ୍ତି ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀର ୨ ଜଣ ଏବଂ ଜଣେ କଟକ ଜିଲ୍ଲା…