୨୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା, ୨୩ରେ ଲ୍ୟାଣ୍ଡଫଲ୍: କୁଆଡ଼େ ଯିବ ଜାଣନ୍ତୁ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଣ୍ଡୋମାନ ନିକୋବର ନିକଟରେ ୧୯ ତାରିଖରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ହେବ ଲଘୁଚାପ ।
ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖରେ ଡିପ୍ରେସନ୍ ହେବ । ୨୧ ତାରିଖରେ…