ଜାଣନ୍ତୁ, କେମିତି କଟିବ ଆଜିର ଦିନ
ଆଜିର ରାଶିଫଳ ତା ୯-୭-୨୦୨୧ ଶୁକ୍ରବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁଲାଇ ତା ୯ ରିଖ ଶୁକ୍ରବାର ମିଥୁନ ୨୫ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ୟା ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର- ବିଛା, ଧନୁ ଓ ମୀନ ରାଶିର
ଘାତ ଚନ୍ଦ୍ର- କନ୍ୟା ରାଶି…