ଏକାଠି ଆସୁଛନ୍ତି ଫରାହ ଖାନ, ପ୍ରଭୁଦେବା ଓ ସାଉଥ୍ ଷ୍ଟାର୍ ରାମ ଚରଣ !
ମୁମ୍ବାଇ: ବି ଟାଉନ୍ରେ ହଲ୍ଚଲ୍ । ଖୁବଶୀଘ୍ର ଆସୁଛି ଏକ ହ୍ୟୁଜ୍ ବଜେଟ୍ ପ୍ରୋଜେକ୍ଟ । ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିବେ କିଛି ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା । ଯେଉଁଥିରେ ସାମିଲ ଅଛନ୍ତି ଫରାହ ଖାନ, ପ୍ରଭୁଦେବାଙ୍କ ଭଳି କୋରିଓଗ୍ରାଫର୍ ଓ ସାଉଥ୍ ସୁପରଷ୍ଟାର ରାମ ଚରଣ ।
ତେବେ…