ଶୀତରେ ଥରୁଛି ସାରା ରାଜ୍ୟ; ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
ଭୁବନେଶ୍ୱର: ଶୀତରେ ଥରୁଛି ସାରା ରାଜ୍ୟ। କନ୍ଧମାଳ ଜିଲ୍ଲାରେ ଅବସ୍ଥିତ ତଥା ଓଡିଶାର କଶ୍ମୀର ଦାରିଙ୍ଗିବାଡିରେ ମଙ୍ଗଳବାର ସକାଳେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଦାରିଙ୍ଗିବାଡିରେ ପାରଦ ୭.୫ ଡିଗ୍ରୀ ସେଲସିୟସକୁ ଖସି ଆସିଛି। ସୋମବାର ଦିନ ଦାରିଙ୍ଗିବାଡିରେ ସର୍ବନିମ୍ନ…