ଦାଉଦ ଇବ୍ରାହିମର ଭାଇ ଇକବାଲ କସକରକୁ ଗିରଫ କଲା ଏନ୍ସିବି
ନୂଆଦିଲ୍ଲୀ: ୱାଣ୍ଟେଡ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ବୁଧବାର ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିବା ସୂଚନା ମିଳିଛି।
ଖବର ଅନୁଯାୟୀ ଜାମ୍ମୁ କାଶ୍ମୀରରୁ ପଞ୍ଜାବ ପର୍ଯ୍ୟନ୍ତ ନିଷିଦ୍ଧ ପଦାର୍ଥ ବିକ୍ରି କରୁଥିବା ଅଭିଯୋଗରେ…