୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି
ନୂଆଦିଲ୍ଲୀ: କରୋନାକୁ ନେଇ ଖୁସୀ ଖବର । ଏଣିକି ଆଉ ଚିନ୍ତା କରିବାକୁ ପଡ଼ିବନି ଛୋଟ ପିଲାଙ୍କ ପାଇଁ । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ କର୍ବେଭ୍ୟାକ୍ସ ଦେବାକୁ ଅନୁମତି ଦେଇଛନ୍ତି ଭାରତୀୟ ଓଷଧ ମହାନିୟନ୍ତ୍ରକ (ଡିସିଜିଆଇ) ।
ଭାରତରେ ୧୫ରୁ ୧୮ ବର୍ଷ ବୟସର କିଶୋରମାନଙ୍କ ପାଇଁ ବାୟୋଟେକ…