ପୁଣି ବଢିଲା ଆଧାର-ପାନ୍ ଲିଙ୍କ୍ର ସମୟସୀମା
ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଶୁକ୍ରବାର ଦିନ ଆଧାର ସହିତ ପାନ୍ ଲିଙ୍କ୍ର ସମୟ ସୀମାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।
ଆୟକର ବିଭାଗ ସୂଚନା ଦେଇଛି ଯେ କୋଭିଡ-୧୯ ମହାମାରୀ ହେତୁ ସେପ୍ଟେମ୍ବର ୩୦ ପୂର୍ବରୁ ଆଧାର-ପ୍ୟାନ ସଂଯୋଗର ଶେଷ ତାରିଖ…