ଧୂମ୍ରପାନ ଏବଂ ତମାଖୁ ସେବନ କରୁଥିବା ଲୋକଙ୍କଠାରେ କରୋନା ଜନିତ ମୃତ୍ୟୁ ଆଶଙ୍କା ୫୦ ପ୍ରତିଶତ ଅଧିକ
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ହୁ'ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଶୁକ୍ରବାର ଦିନ ଚେତାବନୀ ଦେଇଛନ୍ତି ଯେ ତମାଖୁ ଏବଂ ଧୂମପାନ ସେବନ କରୁଥିବା ଲୋକଙ୍କର କରୋନାରେ ଆକ୍ରାନ୍ତ ଏବଂ ମୃତ୍ୟୁ ହେବାର ୫୦ ପ୍ରତିଶତ ଅଧିକ ଆଶଙ୍କା ରହିଛି।
ହୁ ର ' ତମାଖୁ ସେବନ…