ଦେବାଶିଷ ମହାନ୍ତି ହେଲେ ଭାରତୀୟ କ୍ରିକେଟ ଟିମ୍ ଚୟନ କମିଟି ସଦସ୍ୟ
ଭାରତୀୟ ସିନିୟର କ୍ରିକେଟ ଟିମ୍ର ଚୟନ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡିଶାର ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତି । ଦେବାଶିଷ ମହାନ୍ତିଙ୍କ ନାଁକୁ ସିଏସି ବିସିସିଆଇକୁ ସୁପାରିଶ କରିଥିଲା । ଦେବାଶିଷଙ୍କ ସହିତ ଚେତନ ଶର୍ମା, ଅବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟିର ନୂଆ ସଦସ୍ୟ…