Latest Odisha News

BREAKING NEWS

Browsing Tag

defence ministry

ଏଥର ଡରିବେ ଶତ୍ରୁ; ସର୍ଭେ ଜାହାଜ ‘ସନ୍ଧ୍ୟାକ୍’ ସାମିଲ ହେଲେ ଆହୁରି ସଶକ୍ତ ହେବ ଭାରତୀୟ ନୌସେନା

ବିଶାଖାପାଟଣା:ଡରରେ ଥରିବ ଶତ୍ରୁ। କାରଣ ଖୁବଶୀଘ୍ର ଭାରତୀୟ ନୌସେନାରେ ଶନିବାର ସର୍ଭେ ସିପ୍ 'ସନ୍ଧ୍ୟାକ୍' ସାମିଲ ହେବ। ଶନିବାର ଦିନ ବିଶାଖାପାଟଣା ନୌସେନା ଡକୟାର୍ଡରେ ଅନୁଷ୍ଠିତ ହେବାକୁ ଯାଉଛି କାର୍ଯ୍ୟକ୍ରମ। ଯେଉଁଠି ଏହି ଜାହାଜ କୁ ସାମିଲ୍ କରାଯିବ ନୌସେନାରେ। କାର୍ଯ୍ୟକ୍ରମରେ…

ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ?

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିବା ବେଳେ ପ୍ରତିରକ୍ଷା ବିଭାଗ ପାଇଁ କିଛି ବିଶେଷ ଚିନ୍ତା କରିଛନ୍ତି। ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସରକାର ୬.୨୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥର ପ୍ରତିରକ୍ଷା ବଜେଟ୍…

ରୁଷ ଠାରୁ ୩୩ଟି ଫାଇଟର ଜେଟ୍ କିଣିବ ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଚୀନ ସହ ବଢ଼ୁଛି ଭାତରର ତିକ୍ତତା । ଏହାରି ଭିତରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ଭାତର ସରକାର । ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷରୁ ୩୩ ଲଢୁଆ ବିମାନ କିଣିବାକୁ ଘୋଷଣା କରିଛି। ଏଥିପାଇଁ ମୋଟ୍ ୧୮ ହଜାର ୧୪୮ କୋଟି ଟଙ୍କାର…