ଆଜିଠୁ ଖୋଲିବ ଅକ୍ଷରଧାମ ମନ୍ଦିର
ନୂଆଦିଲ୍ଲୀ: ଆଜିଠୁ ଖୋଲିବ ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ମହାମରୀ ଯୋଗୁଁ ଏହା ବନ୍ଦ ଥିଲା । ତେବେ ପ୍ରଶାସନ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଜି ସନ୍ଧ୍ୟା ୫ଟାରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । କୋଭିଡ ଗାଇଡଲାଇନ୍ ଭିତରେ ମନ୍ଦିର ଖେଶଲିବାକୁ ପ୍ରଶାସନ…