ବଢୁଛି ଡେଲ୍ଟା ଭୟ; ପୁଣି ହେଲା ଲକ୍ଡାଉନ୍
ବେଜିଂ: ଚୀନ୍ରେ ବଢୁଛି ଡେଲ୍ଟା ଭୟ। ଏକାଧିକ କରୋନାଭାଇରସ୍ ମାମଲା ଚିହ୍ନଟ ହେବା ପରେ ଚୀନ୍ ଦକ୍ଷିଣ-ପୂର୍ବ ପ୍ରଦେଶର ଫୁଜିୟାନର ୪.୫ ନିୟୁତ ଲୋକ ବସବାସ କରୁଥିବା ସହରକୁ ଲକ୍ଡାଉନ୍ କରିଛନ୍ତି ଚୀନ ସରକାର। ପୁଣି ଥରେ ଡେଲ୍ଟା ବିସ୍ଫୋରଣକୁ ରୋକିବା ପାଇଁ ଏହା ଏକ ପ୍ରୟାସ।
ଏହାକୁ…