ନାଇଜେରିଆ ହିଂସା; ୫୧ ସାଧାରଣ ଜନତା ଏବଂ ୧୮ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ନେଇ ସୂଚନା ଦେଲେ ରାଷ୍ଟ୍ରପତି
ଲାଗୋସା: ନାଇଜେରିଆରେ ପୋଲିସର ଅତ୍ୟାଚାର ବିରୋଧରେ ଅନେକ ଦିନ ଧରି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ପରେ ହିଂସା ଘଟଣାରେ ଅତି କମ୍ରେ ୫୧ ଜଣ ସାଧାରଣ ନାଗରିକ ଏବଂ ୧୮ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ସୂଚନା ମିଳିଛି।
ନାଇଜେରିଆର ରାଷ୍ଟ୍ରପତି ମହମ୍ମଦୁ ବୁହାରୀ ଏହି ସୂଚନା ଦେଇଛନ୍ତି।…