ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୪ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪
ସ୍ବରକୁ କମେଇ କଥା ହୋଇପାରେନା ବୋଲି ନିଜକୁ ନିଜେ ବିରକ୍ତ ହୁଏ ତିଥି। ଚାବି ଘୂରେଇ କବାଟଖୋଲି ପଶିଲା। ଟେବୁଲ ଉପରକାଗଜକୁ ପଢିନେଲା ହାତ,ମୁହଁ ପୋଛୁପୋଛୁ। କାଢିଲା ତା'ର ବ୍ରେସଲେଟ, ବଡ ବଡ ଝୁଲାକାନଫୁଲ, ହାର ...ଏସବୁ…