Latest Odisha News

BREAKING NEWS

ବିଦ୍ୟାଦାତା ଶ୍ରୀଗଣେଶ

ବନ୍ଦିତା ଦାଶ ଗଣଙ୍କର ଈଶ ବା ଈଶ୍ବର ହେଉଛନ୍ତି ଗଣେଶ। ସବୁ ଦେବାଦେବୀଙ୍କ ପୂଜା ଆରମ୍ଭରେ ଗଣେଶ ପୂଜାପାଆନ୍ତି। ପାର୍ବତୀ ଓ ଶିବଙ୍କର ସେ ସାନପୁଅ। କାର୍ତ୍ତିକେୟଙ୍କର ସେ ସାନଭାଇ। ବାଧ୍ଯ ସନ୍ତାନ ଗଣେଶ ମାଙ୍କର କଥାମାନି ଦ୍ବାର ଜଗିଥିବାବେଳେ ଶିବଙ୍କୁ ବି ଛାଡିନଥିଲେ ଭିତରକୁ। ଫଳତଃ,…

ଧାରଣର ଅନ୍ୟ ଏକ ଭାବ ରଜ

ବନ୍ଦିତା ଦାଶ ଓଡ଼ିଆ ପରମ୍ପରାର ପର୍ବ ରଜ ବର୍ଷକେ ଥରେ ଆସେ । ଐତିହ୍ୟ ଓ ସଂସ୍କୃତିପୂର୍ଣ୍ଣ ରାଜ୍ୟ ଆମର। ଅନେକ ପରମ୍ପରା ଆଜିବି ଉଜ୍ଜୀବିତ। ଭାରି ସୌଖୀନ ଓ କଳାତ୍ମକ ଜାତି। ବୀରତା, ସାହସିକତା ରକ୍ତରେ ରକ୍ତରେ, ଶିରା ପ୍ରଶିରାରେ। ବାରମାସରେ ତେଏର ପର୍ବ ପାଳିତ ହୁଏ ଆମର ଖୁବ୍…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୮ (ଅନ୍ତିମ ଭାଗ) ଯୋଗମାୟାଙ୍କ ପାଦ ତଳେ ପ୍ରଣାମ କରି ଶ୍ରୀମନ୍ତ ଓ ସଂହିତା କହିଲେ ଆଜିର ବେଦ ଉଚ୍ଚାରଣ ଆମେ କରିବୁ। ସନିଆ ଓ ମୁଗୁନି ପୁଅ ସହ ଗୋଲାପ ପାଖୁଡା ପାଛିଆରେ ଧରି ଠିଆ ...। ସମସ୍ତେ ଆଗ୍ରହରସହ ଅପେକ୍ଷା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୭ ସମସ୍ତ ଅପେକ୍ଷାର ଅନ୍ତଃ ଘଟେଇ ଅନ୍ନପୂର୍ଣ୍ଣେଶ୍ବରୀ ଧରମହାପାତ୍ର ଇହଲୀଳା ସମ୍ବରଣ କଲେ। ସମସ୍ତଙ୍କର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ଵେ ସବୁ ପାଣି ଫାଟିଗଲା .... ପାଣି ଫୋଟକା ପରି ସବୁ ମିଳେଇଗଲା କ୍ଷଣିକରେ। ତଥାପି ଆମେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୬  କାମ ସହିତ ଦାୟିତ୍ୱ ! ବଡ ଫୋଟକୁ ବହୁତ ଗୁଡିଏ ଫ୍ଲେକ୍ସ ସିଟରେ କଲି।ବିଭିନ୍ନ ଜାଗାରେ ଲଗାଇବାକୁ ହବ। ଲାମିନେଟ୍ ବି କଲି। ସବୁ ନିମନ୍ତ୍ରଣ ପତ୍ରରେ ଫଟୋ ରଖିଲି। ଯେଉଁ ସମସ୍ତେ ଅତିଥି ହେବେ ତାଲିକା କଲି।…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୫ ଦାଦାଭାଇଙ୍କ ପାଖକୁ ଯିବାକୁ ମନ ହେଉଛି । ଅସରନ୍ତି ସ୍ନେହର ଭଣ୍ଡାର... ଅଶେଷ ଜ୍ଞାନର ଅମାର... ଆଃ ! ସବୁ ସମସ୍ୟାର ସମାଧାନ ଖୋଜିବା ଅପେକ୍ଷା କିଛି କରି ଦେଖାଇବାର ବେଳ । ଏ ସମୟ , ତୁ ଅଟକି ଯାଆରେ ଟିକିଏ ... ମୁଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୪ ର' (Raw)ପାଇଁ କାମକରି ମିଳେ କଣ ...ଯିଏ କରେ ,ସେ ମାଟିକୁ ଭଲପାଏ, ମାଆକୁ ଭଲପାଏ...ମାଆଙ୍କୁ ନିଜରଭାବିଲେ ବଳିଦାନ ଦେବାକୁ ପଡେ ..ଉଃ ଅସହ୍ୟ ... ବଳିଦାନର ବା ମୂଲ୍ୟାୟନ କିଏ କରିପାରିବ ! କାମର ଚାପ ଏବେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୩ ଶ୍ରୀମନ୍ତର ଇଚ୍ଛା ସିଗମଣ୍ଡ ଫ୍ରୟେଡଙ୍କ ମାଟି ଅଷ୍ଟ୍ରିଆରେ ରହି ଗବେଷଣା କରିବ .. ଡକ୍ଟର ବେଞ୍ଜାମିନ ରସ୍ ହୋଇଯିବକି ସେ... ସଂହିତା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞା ହେବ... 'ଦେବୀ ଭବନ'ର ଭାବି ଉତ୍ତରାଧିକାରୀ ଏ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୨ ସବୁ ଦୋଷ ଜଣକର ନୁହେଁ ତ କେବେ, ହୋଇ ନପାରେ ବି।କାହାର କମ କାହାର ବେଶି ଥାଇପାରେ। କୁଆଁରୀ ଝିଅଟି ମାଆ ହୋଇଯାଏ ..ମାଂସର ଡାକ ଘାରିଯାଏ।ନେପଥ୍ୟରେ ରହିଯାଆନ୍ତି ଯେଉଁମାନେ ତାଙ୍କୁ କେଉଁ ଶବ୍ଦରେ ବା କହିହେବ। ଦୋଷ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୧  ନୂଆ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମରେ ମୁଁ ଯୋଗଦେଉଥିଲି। ବଦଳୁଥିଲା ଆମ ଗାଁର ଭୂଗୋଳ ଓ ଭାଗ୍ୟ। ନାଗଲୁ, ସୌରୀ, ରତିଆ, ପଦୁଅଁ, କାଳୀଇତ୍ୟାଦିଙ୍କୁ ନେଇ ମୋ' ପରିବାର ପୁଷ୍ଟ ହେଉଥିଲା।ପୁରୁଖା…